ଆସନ୍ତୁ ଜାଣିବା କେନ୍ଦୁଝର ସମ୍ପର୍କରେ କିଛି।।
କେନ୍ଦୁଝର ଜିଲ୍ଲା
ଓଡ଼ିଶାର ଏକ ପ୍ରଶାସନିକ ଜିଳ୍ଲା
"କେନ୍ଦୁଝର ଜିଲ୍ଲା" (କେଉଁଝର ନାମରେ ମଧ୍ୟ ଜଣାଶୁଣା), ଓଡ଼ିଶାର ଏକ ପ୍ରଶାସନିକ ଜିଳ୍ଲା । କେନ୍ଦୁଝର ବା କେନ୍ଦୁଝରଗଡ଼ ଏହାର ସଦର ମହକୁମା ।
କେନ୍ଦୁଝରଜିଲ୍ଲା
ଓଡ଼ିଶାରେ ଅବସ୍ଥାନCoordinates: 21°37′59″N 85°36′00″E / 21.633°N 85.6°Eଦେଶଭାରତରାଜ୍ୟଓଡ଼ିଶାଲୋକ ସଭାକେନ୍ଦୁଝରଭାଷାଓଡ଼ିଆ, ଇଂରାଜୀବିଧାନ ସଭା୬ଟି ଆସନ
ଓଡ଼ିଶାରେ ଅବସ୍ଥାନCoordinates: 21°37′59″N 85°36′00″E / 21.633°N 85.6°Eଦେଶଭାରତରାଜ୍ୟଓଡ଼ିଶାଲୋକ ସଭାକେନ୍ଦୁଝରଭାଷାଓଡ଼ିଆ, ଇଂରାଜୀବିଧାନ ସଭା୬ଟି ଆସନ
କ୍ଷେତ୍ରଫଳ • ଜିଲ୍ଲା km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । Population (୨୦୧୧) •
କ୍ରମାଙ୍କଓଡ଼ିଶାରେ ଅଷ୍ଟମ (୮/୩୦)
IST (+୫.୩୦)
ପିନ କୋଡ଼୭୫୮xxxତାର (ଏସ୍.ଟି.ଡ଼ି)+୦୬୭୬୬
ଗାଡ଼ି ପଞ୍ଜିକରଣOD-09
ଜିଲ୍ଲାପାଳ - ଶ୍ରୀଯୁକ୍ତ ଆଶିଷ ଠାକରେ
ଏହି ଜିଲ୍ଲାର କ୍ଷେତ୍ରଫଳ ୮,୨୪୦ ବର୍ଗ କି.ମି. ଅଟେ । ଭୌଗୋଳିକ ଅବସ୍ଥିତି ଅନୁସାରେ ଏହି ଜିଲ୍ଲା ୨୧.୧° ଉ.ରୁ ୨୨.୧୦° ଉ. ଅକ୍ଷାଂଶ ଏବଂ ୮୫.୧୧° ପୂ.ରୁ ୮୬.୨୨° ପୂ. ଦ୍ରାଘିମା ମଧ୍ୟରେ ଅବସ୍ଥିତ । କେନ୍ଦୁଝର ଜିଲ୍ଲାର ପୂର୍ବରେ ମୟୂରଭଞ୍ଜ ଓ ଭଦ୍ରକ, ଦକ୍ଷିଣରେ ଯାଜପୁର, ପଶ୍ଚିମରେ ଢେଙ୍କାନାଳ ଓ ସୁନ୍ଦରଗଡ଼ ଏବଂ ଉତ୍ତରରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ ।


0 Comments