ଓଡ଼ିଶାର ପ୍ରଥମ Leady Pilot ହେଉଛନ୍ତି ଆମ କେନ୍ଦୁଝର ଜିଲ୍ଲାର |
ଆଜି ହେଉଛି ମାର୍ଚ୍ଚ 8 ତାରିଖ ଯାହାକି ବିଶ୍ଵ ନାରୀ ଦିବସ ରୂପେ ପାଳନ କରାଯାଏ | ସେମିତି ଏକ ପ୍ରେରଣାଦାୟକ ଝିଅ ହେଉଛନ୍ତି ଆମ କେନ୍ଦୁଝର ଜିଲ୍ଲାର ସେଲଭି ମିଶ୍ର |
ଆଜି ହେଉଛି ମାର୍ଚ୍ଚ 8 ତାରିଖ ଯାହାକି ବିଶ୍ଵ ନାରୀ ଦିବସ ରୂପେ ପାଳନ କରାଯାଏ | ସେମିତି ଏକ ପ୍ରେରଣାଦାୟକ ଝିଅ ହେଉଛନ୍ତି ଆମ କେନ୍ଦୁଝର ଜିଲ୍ଲାର ସେଲଭି ମିଶ୍ର |
ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା....
ରୁକୁଣାଦେଈପୁର ଗାଁରେ ସେଲଭି ଙ୍କ ଜନ୍ମ | ପିତା ବିପିନ ମିଶ୍ର indian navy ର କର୍ମଚାରୀ | ସେଲଭି ପିଲାଦିନରୁ ଚାହୁଁଥିଲେ କିଛି ନୂଆ କରି ଦେଖେଇବା ପାଇଁ ଏବଂ ଅନ୍ୟ ଝିଅ ମାନଙ୍କୁ ପ୍ରେରଣା ଦେବା ପାଇଁ | ୟା ଭିତରେ ତାଙ୍କ ମନରେ ଅକାଶରେ ଉଡିବାର ସ୍ଵପ୍ନ ଆଶା ବାନ୍ଧି ଥିଲା | ତାକୁ ପୂରଣ କରିବା ରେ ତାଙ୍କ ପିତା ମାତାଙ୍କ ପ୍ରୋତ୍ସାହନ ଏବଂ ନିଜ କଠିନ ପରିଶ୍ରମ ଦ୍ୱାରା Pilot ହେବାର ସ୍ୱପ୍ନକୁ ପୁରଣ କରିବାରେ ସକ୍ଷମ ହୋଇଛନ୍ତି ବୋଲି କହିଥିଲେ ସେଲଭି |
ପାଠ ପଢ଼ାରେ ସେ ସବୁବେଳେ ଭଲ କରିଆସୁଥିଲେ |ସେ ତାଙ୍କ Graduation ଏବଂ MBA ମୁମ୍ବାଇ ରେ ସମ୍ପୁର୍ଣ୍ଣ କରିବା ପରେ ଆମେରିକା ଠାରେ 2 ବର୍ଷ flying training complete କରିଛନ୍ତି | ଏବେ 400 ଘଣ୍ଟାର ବିମାନ ଉଡାଣ ଦକ୍ଷତା ହାସଲ କରିସାରିଛନ୍ତି |

ଏହା ବ୍ୟତିତ ସେ ସବୁଠାରୁ କନିଷ୍ଠ Pilot ଭବରେ 21 ବର୍ଷରେ ହୋଇଯାଇଛନ୍ତି | Air Asia ରୁ ନିଜ career ଆରମ୍ଭ କରି ଏବେ ସେ Commercial ବିମାନ ସହିତ International ବିମାନ ଉଡ଼ାଉଛନ୍ତି |
କେନ୍ଦୁଝର ସହିତ ଓଡ଼ିଶାକୁ ସମଗ୍ର ଭାରତ ବର୍ଷରେ ପରିଚିତ କରିବା ସହ ନାରୀ ମାନଙ୍କୁ ଏକ ପ୍ରେରଣାର ଉତ୍ସ ହୋଇଥିବାରୁ ଏହା ଏକ ଗର୍ବର ବିଷୟ ||
Finally keonjharia rock

0 Comments