କେନ୍ଦୁଝର ର ନାରୀ ଶକ୍ତି ।। କିଏ ସେ Lady Power ।।

କେନ୍ଦୁଝର ର ନାରୀ ଶକ୍ତି ।।

ଆପଣ ଜାଣିଚନ୍ତି କି ସେ କିଏ ??


ଫୁଟବଲ ହଉ ଅବା କ୍ରିକେଟ ।। ଭଲି ବଲ ହଉ ଅବା ବ୍ୟାଡ଼ମିଣ୍ଟନ
ସବୁଥିରେ ସେ ପାରଙ୍ଗମ ।।
କେନ୍ଦୁଝର ପ୍ରିମିୟର ଲିଗ ପରେ ଏବେ ସେ ରାଜସ୍ଥାନ ର Gurukul Academy ରେ ଚାଲିଥିବା କ୍ରିକେଟ ତୁର୍ଣ୍ଣାମେଂଟ ରେ ବିହାର ତରଫରୁ ଖେଳୁଚନ୍ତି ।।



ସେ ହଉଛନ୍ତି ଆମ କେନ୍ଦୁଝର ର
ସସ୍ମିତା ମୁଣ୍ଡା ।। ଖାଲି ଖେଳ ନୁହଁ ଅଭିନୟ କ୍ଷେତ୍ର ରେ ମଧ୍ୟ ସେ ମାହିର ।। ଛୋଟ ପରଦାରେ  ଅଭିନୟ କରି ବହୁ ପ୍ରଶଂସା ସାଉଁଟିଲେଣି ।।

ଖାଣ୍ଟି କେନ୍ଦୁଝରିଆ  ତରଫରୁ ସସ୍ମିତା ଙ୍କୁ ବହୁତ ବହୁତ ଅଭିନନ୍ଦନ ।।


Post a Comment

0 Comments