ଥାଇଲାଣ୍ଡ ରେ ସୁଟିଂ ହେଲା ଓଡ଼ିଆ ଭିଡ଼ିଓ ଆଲବମ ।।

ଥାଇଲାଣ୍ଡ ରେ ସୁଟିଂ ହେଲା ଓଡ଼ିଆ ଭିଡ଼ିଓ ଆଲବମ ।।


ଓଡ଼ିଆ  ସିନେ ବଜାର କୁ ଆସିଲା  ନୂଆଁ ଭିଡ଼ିଓ ଆଲବମ
"ଦିଲ ଚୋରି ହେଲା ରେ "
ଏହା ଏକ ନୂଆ ଧରଣର ପ୍ରେମ ଗୀତ । ପ୍ରଥମ ଥର ପାଇଁ  ବାହାର ଜାଗା ଥାଇଲାଣ୍ଡ ରେ  ଗୀତ ଟି ସମ୍ପୂର୍ଣ ଶୁଟିଂ ହୋଇଛି


 ହ୍ୟୁମାନ ସାଗର ଙ୍କ ସୁଲଳିତ ସ୍ୱର ,ଅଭିଜିତ ମଜୁମଦାର ଙ୍କ ସଂଗୀତ ନିର୍ଦେଶନା ,ଏବଂ ହରିହର ଦାସ ଙ୍କ ତତ୍ୱାବଧାନ ରେ ଗୀତ ଟି ଅତି ସୁନ୍ଦର ହେଇଛି ବୋଲି  ସଂଗୀତ ସିନେ ସମିକ୍ଷକଃ ମାନେ କହିଛନ୍ତି ।।
ଗୀତଟି ଆସନ୍ତା 26 ତାରିଖ ଦିନ ରିଲିଜ ହବ ବୋଲି ସ୍ଥିର ହୋଇଚି।।
ପ୍ରଥମ ଥର ପାଇଁ ଥାଇଲାଣ୍ଡ ରେ ଗୀତ ଟି ସମ୍ପୂର୍ଣ ଶୁଟିଂ ହୋଇଛି ।।
YouTube link : 👇👇
https://youtu.be/ndicwV0R0xM


ACTOR-SAHIL N SHEFALI
CONCEPT N DIRECTOR -HARIHAR DASH
MUSIC DIRECTOR - ABHIJEET MAJUMDAR
SINGER -HUMAIN SAGAR
DOP N EDIT-AMARESH JENA

ଉପସ୍ଥାପନା - ShiNing SaNjay

Post a Comment

0 Comments