କେନ୍ଦୁଝର ରେ ରହିଚି ବହୁତ ପ୍ରସିଦ୍ଧ ଏବଂ
ଲୋକପ୍ରିୟ ସ୍ଥାନ ।।
କେନ୍ଦୁଝର ରେ ରହିଚି ବହୁତ ପ୍ରସିଦ୍ଧ ଏବଂ
ଲୋକପ୍ରିୟ ସ୍ଥାନ ।।
କେନ୍ଦୁଝର ଏକ ଐତିହାସିକ ଜିଲ୍ଲା ।। ଏଠାରେ ରହିଚି ବହୁ କିମ୍ବଦନ୍ତୀ ଏବଂ ଐତିହ୍ୟ ।।
ଜଳପ୍ରପାତ ସାଙ୍ଗକୁ ବହୁ ପର୍ଯ୍ୟଟନ ସ୍ଥଳୀ ।।
ଏସବୁ କୁ ଛାଡି ଦେଲେ କେନ୍ଦୁଝର ପ୍ରସିଦ୍ଧ ଚାରଟି ଣି/ଣୀ ପାଇଁ।।
ପ୍ରଥମ - ମା ତାରିଣୀ
ମା ତାରିଣୀ ହଉଛନ୍ତି କେନ୍ଦୁଝର ର ଆରାଧ୍ୟ ଦେବୀ ।।
ଖାଲି ଓଡିଶା ନୁହଁ ପୁରା ଭାରତ ବର୍ଷରେ ମାଙ୍କର ଅନେକ ଭକ୍ତ ।।
ଦ୍ୱିତୀୟ - ବୈତରଣୀ
ବୈତରଣୀ ନଦୀ ଏକ ପବିତ୍ର ନଦୀ ।। ଯାହାକି ଗୋନାସିକା ପର୍ବତର ଗୁପ୍ତଗଙ୍ଗା ରୁ ବାହାରିଚି ।।
ଏହା କୌଣସି ଅନ୍ୟ ନଦୀ ସହ ନ ମିଶି ।। ସିଧା ଯାଇ ବଙ୍ଗୋପସାଗର ରେ ମିଶିଛି।।
ତୃତୀୟ - ଖଣୀ
କେନ୍ଦୁଝର ଜିଲ୍ଲା ଭରପୁର ଖଣୀ ଖଦାନ ରେ ।।
ମୁଖ୍ୟତଃ ଯୋଡ଼ା ଏବଂ ବଡ଼ବିଲ ଅଂଚଳ ରେ ବହୁତ କଳ କାରଖାନା ଗଢି ଉଠିଚି।। ଏଇଠୁ ସବୁ ଦେଶ ବିଦେଶ କୁ ମାଲ ପଠା ଯାଏ।।
ଚତୁର୍ଥ - ଧରଣୀ ( ଧରଣୀ ଧର ଭୂୟାଁ )
ଧରଣୀ ଧର ଭୂୟାଁ ହଉଛନ୍ତି କେନ୍ଦୁଝର ମାଟିର ବୀର ବିପ୍ଲବୀ।।
ସେ ଗୋଟିଏ ଛୋଟ ଗାଁ କୁସୁମିତା ଠାରେ 1864 ମସିହା ମେ 5 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।।
ତାଙ୍କ ସାହସ ଆଉ ବିପ୍ଲବ ପାଇଁ ତାଙ୍କୁ ସମସ୍ତେ ଜାଣନ୍ତି ।।
Explained By - ShiNing SaNjay


0 Comments