ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ କେନ୍ଦୁଝର ଠାରେ ଅବସ୍ଥିତ ଏକ ସରକାରୀ ମହାବିଦ୍ୟାଳୟ ।।
ଏଇ କଲେଜ 1957 ରେ ପ୍ରତିଷ୍ଠା କରାଯାଇଥିଲା ।। ମହମ୍ମଦ ସିରାଜୁଦ୍ଦିନଙ୍କ ଦ୍ୱାରା ପ୍ରଦତ୍ତ ଧରଣୀଧର କଲେଜ ର
ମୁଖ୍ୟ ସୌଧ ଦଶହଜାର ବର୍ଗଫୁଟ ବ୍ୟାପ୍ତ ।।
ପ୍ରଥମେ ଏଠାରେ କେବଳ +2 ସ୍ତରରେ ଶିକ୍ଷା ଦାନ କରାଯାଉଥିଲା ।।
1962 ମସିହାରେ ଓଡିଶା ସରକାର କଲେଜ ଟିକୁ ଅଧିଗ୍ରହଣ କରିଥିଲେ ।।
1967 ମସିହାରେ କଲେଜ ଟିକୁ କେନ୍ଦୁଝର କଲେଜ ନାମ ରେ ନାମିତ କରାଗଲା ଏବଂ ସେହି ବର୍ଷ ସେଠାରେ କଳା ବିଷୟ ପଢା ଆରମ୍ଭ କରାଗଲା।।
1983-84 ମସିହାରେ କଲେଜ କୁ ଧରଣୀଧର ଭୂୟାଁ ଙ୍କ ନାମରେ କଲେଜ ର ନାମକୁ ଧରଣୀଧର କଲେଜ ରେ ପରିବର୍ତ୍ତନ କରାଯାଇଥିଲା ।।
1999 ରେ କଲେଜ ଟି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେଲା ।। 24 ସେପ୍ଟେମ୍ବର 2004 ରେ କଲେଜ କୁ ସ୍ଵୟଂଶାସିତ କରାଯାଇଥିଲା ।। 2006 ମସିହାରେ ଏହା ନାକ ବି+ ଗ୍ରେଡ ଲାଭ କରିଥିଲା ।। ବର୍ତମାନ ଏହି କଲେଜ ରେ 2400 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି ।।



0 Comments