ସାପ ଧରିବା ଏବଂ ସେମାନଙ୍କୁ ଘରେ ପାଳିବା ତାଙ୍କ ନିଶା ||
ନାମ - ସୁବାଷ ଚନ୍ଦ୍ର ସିଂ (ଖୋକା ସାର)
ସ୍ଥାନ - ଆନନ୍ଦପୁର
ସେ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ସେ ଆମ କେନ୍ଦୁଝର ତଥା ଓଡ଼ିଶା ପାଇଁ ଗର୍ବ ଆଉ ଗୌରବ ।।
ସେ ରାଷ୍ଟ୍ରପତି ଙ୍କ ଠାରୁ ଏବଂ ଓଡ଼ିଶା ସରକାର ଙ୍କ ଠୁ ଆୱାର୍ଡ ମଧ୍ୟ ପାଇଛନ୍ତି ।
ପ୍ରକୃତି ସହ ତାଙ୍କ ବନ୍ଧୁତ୍ୱ ବେଶ ଅନ୍ତରଙ୍ଗ ।। ଖାଲି ସାପ ନୁହଁ ଅନ୍ୟ ପଶୁପକ୍ଷୀ ଙ୍କ ସହ ମଧ୍ୟ ସେ ବହୁତ ଅନ୍ତରଙ୍ଗ । କିନ୍ତୁ ସେ ସାପ ଧରିବାରେ ବେଶ ପାରଙ୍ଗମ ।
ବେଳେବେଳେ ଜଙ୍ଗଲ ବିଭାଗ ର କର୍ମଚାରୀ ମାନେ ଆସି ତାଙ୍କ
ପାଖରୁ କିଛି ଶିଖି ଯାଆନ୍ତି ।
କିଛି ବର୍ଷ ପୂର୍ବରୁ ସେ ତାଙ୍କ ଘରେ ଏକ ଛୋଟ ଚିଡ଼ିଆଖାନା
କରିଥିଲେ । ସେ ସେଥିରେ ବହୁ ପ୍ରକାର ପଶୁ , ପକ୍ଷୀ , ସାପ ଇତ୍ୟାଦି ରଖିଥିଲେ ।।
Reported By - Kumar Saroj

0 Comments